ଚାଣକ୍ୟ ନୀତି : ଏହି 5 ଟି ନିୟମ ପାଳିଲେ ଜୀବନରେ କିଛିବି ଅସୁବିଧା ରହିବନି, ଟଙ୍କାର ବର୍ଷା ହେବ ଆପଣଙ୍କ ଉପରେ ।

Money Problems

ଆପଣ ସମସ୍ତ ଚାଣକ୍ୟ ଙ୍କ ନିତୀ ବିଷୟ ରେ ତ ବହୁତ ଭଲ ଭାବରେ ଅବଗତ ଥିବେ । ଯେପରି ଭାବେ ପୁରୁଣା ସମୟ ରେ ଚାଣକ୍ୟ ଙ୍କ ଦ୍ବାରା ବନା ଯାଇଥିବା ଏହି ନିତୀ ଗୁଡିକ କାମ ସେତେବେଳେ ବି କାମରେ ଆସୁଥିଲା ଓ ଏବେବି କାମରେ ଆସୁଛି । ଆଜିଠୁ ପ୍ରାୟ 23 ଶହ ବର୍ଷ ପୂର୍ବେ ଜନ୍ମ ହୋଇଥିବା ଚାଣକ୍ୟ ଙ୍କୁ ଭାରତୀୟ ରାଜନିତୀ ଓ ଅର୍ଥ ଶାସ୍ତ୍ର କ୍ଷେତ୍ରରେ ପ୍ରଥମରେ ମନାଯାଏ । ପାଟଳୀ ପୁତ୍ର ର ନନ୍ଦ ବଂଶକୁ ଉପାଡି ଦେବା ସହିତ ସେଠାକାର ରାଜା ଭାବରେ ଚନ୍ଦ୍ର ଗୁପ୍ତ ମର୍ୟ ଙ୍କୁ ରଖିବାରେ ସଫଳ ହୋଇଥିଲେ ।
ଚାଣକ୍ୟ ରାଜନିତୀ କ୍ଷେତ୍ରରେ ବହୁତ ବଡ ଖେଳାଳି ଥିବା ବେଳେ ଆଜିର ସମାଜ ବି ତାଙ୍କର ଏହି ନିତୀକୁ ବହୁତ ପରିମାଣ ରେ ମନିବା ସହିତ । ଏବେବି ଏହାର ବ୍ୟବହାର ଦ୍ବାରା ସଫଳ ହେବାର ସପ୍ନ ପୂରଣ ହୋଇଥାଏ । ଏପରି ବେଳେ ଆମେ ଆଜି ଆପଣଙ୍କୁ କହିବୁ କି କିପରି ଭାବେ ଆପଣ ଏହି ଚାଣକ୍ୟ ଙ୍କ ନିତୀ କୁ ବ୍ୟବହାର କରି ଜୀବନରେ କେବେବି ଧୋକା ଖାଇବେ ନାହିଁ ।ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ କେଉଁ ନିତୀ କୁ ଆପଣେଇ ଆପଣ ଜୀବନ ରେ କେବେବି ଧୋକା ଖାଇବେ ନାହିଁ ।
ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି କୁ ଜରୁରୀଠୁ ଅଧିକ ସୋଚଟ ହେବା ଉଚିତ ନୁହେଁ । କାରଣ ବେଶି ସୋଚଟ ଲୋକ ହିଁ ଅଧିକ ଫସିଥାଏ । ଯେପରିକି ଗଛ,ସିଧା ଗଛ ହିଁ ଆଗ କଟାଯାଏ ,ବହୁତ ଅଧିକ ସୋଚଟ ବାଦୀ ଲୋକ କୁ ଅଧିକ କଷ୍ଟ ଭୋଗ କରିବା ପାଇଁ ପଡିଥାଏ ।ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏହାର ବି ବର୍ଣ୍ଣନା କରିଛନ୍ତି କି କୈଣସି ଦୁଷ୍ଟ ପ୍ରକୃତି ର ଲୋକ କୁ କେବେବି ବିଶ୍ବାସ କରିବାର ଭୁଲ କେବେ ବି କରନ୍ତୁ ନାହିଁ ନଚେତ । ଏହାର ଭୁଲ ଫଳ ଆପଣଙ୍କୁ ଭୋଗ କରିବା ପାଇଁ ପଡିପାରେ ।ଏହି କଥାର ବି ସେ ବହୁତ ଭଲ ଭାବେ ଆଲୋଚନା କରିଛନ୍ତି କି ଯେ କୈଣସି ସାପ ବିଶାକ୍ତ ହୋଇ ନଥାଉ ନା କହିଁକି ମାତ୍ର ତାହାର ଫଅଁ ଫଅଁ କରିବାର ଗୁଣ ଛାଡିବା କଥା ନୁହେଁ । ଠିକ୍ ସେହିପରି ଭାବେ ଗୋଟିଏ ବ୍ୟକ୍ତିକୁ କେବେବି ତାର କୋମଜୋରୀ ବିଷୟ ରେ କହାକୁ କହିବା କଥା ନୁହେଁ ।
s
ଆଚାର୍ଯ୍ଯ ଚାଣକ୍ୟ ଙ୍କ କହିବା ଅନୁସାରେ ପ୍ରତ୍ୟେକ ବନ୍ଧୁତା ପଛରେ କିଛି ନା କିଛି ଶତୃତା ଲୁଚି ରହିଥାଏ । କାରଣ କେହିବି ଏମିତି ନାହିଁ କି ସେ ବିନା ଫାଇଦାରେ କୈଣସି କାର୍ଯ୍ଯ କରିପାରିବ ।ଏହା ବି ସେ ବହୁତ ଭଲ ଭାବରେ କହିଛନ୍ତି କି କାର୍ଯ୍ୟ ବଡ ହେଉ ବା ଛୋଟ କୈଣସି କାର୍ଯ୍ୟ ହାତକୁ ନେବା ପରେ ତାହାକୁ ଛାଡିବା କଥା ନୁହେଁ । ବରଂ ସେହି କାର୍ଯ୍ୟକୁ ମନ ଲଗାଇ କରିବା ଦରକାର । ପରେ ସେହି କାର୍ଯ୍ୟହିଁ ସଫଳ ଦେବ ।
ଯଦି ଚାଣକ୍ୟଙ୍କ ଏହି ସବୁ କଥା ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଏବେ ହିଁ ସେୟାର କରି ତଳେ ଗୋଟିଏ ଲାଇକ କରନ୍ତୁ ।
source: Odiapost
Previous
Next Post »

Odisha reports 456 new positive cases; total tally at 9,526, death toll reaches 38

Odisha reported 456 new COVID-19 cases Monday, taking the total tally in the state to 9,526. Two additional deaths took the toll in the stat...

Important Link

Visit G2G and learn how to win andar bahar in casino, we give you all casino strategies, together with tailored casino offers from Indias best online casinos.

Enjoy over 500 different games at 10Cric Casino, Indias most popular casino site! We have the fastest withdrawals in India and offer fast and secure payment methods!