ଏହି ଗୋଟିଏ କାମ କଲେ , ମାସକୁ ମୁକେଶ ଅମ୍ବାନୀ ଦେବ ଆପଣଙ୍କୁ 40,000 ଟଙ୍କା

Odisha News, India News

ଆପଣ ମାନେ ଜାଣି ଥିବେ ରିଲାୟନ୍ସ ଜିଓର ଚାରି ବର୍ଷ ର କେରିଅର ରେ ପ୍ରାୟ 1 ଲକ୍ଷ କୋଟି ଟଙ୍କା କର୍ଚ୍ଚ ହୋଇଛି । ଯେଉଂ ଥିରେ କି ଆଗାମୀ ସମୟରେ ଟାୱାର ବି ଲଗା ଯିବ । ସେମିତି ରେ ଆମେ ଯେଉଁ ଟାୱାର ଲଗେଇବା ର କଥା ଏଠାରେ କହୁଛେ । ଏହି ଦିନ ରେ ରିଲାୟନ୍ସ ଜିଓ ରେ ବ୍ୟବହାର କାରୀଙ୍କ ସଂଖ୍ୟା ବହୁତ ପରିମାଣ ରେ ବଢିବାରେ ଲାଗିଛି । ଏବଂ ସେମିତି ବେଳେ ସେମାନଙ୍କୁ କିପରି ଭାବେ ଭଲ କମ୍ୟୁନିକେସନ୍ ସେବା ମିଳିବ ସେହି ବିଷୟ ରେ ଏବେ ଜିଓ ଭାବିବା ସହିତ ଏହି ଦିନରେ ସେ ସାରା ଦେଶ ରେ ପ୍ରାୟ 45000 ହଜାର ଟାୱାର  ବସେଇବା ପାଇଁ ଜାଉଛି । ଜାହା ଦ୍ୱାରା ଆପଣ ମାନେ ବହୁତ ଭଲ ଭାବେ ଏହାର ବ୍ୟବହାର କରି ପାରିବେ ।
ସେମିତି ରେ ଆପଣ ମାନେ ଜାଣିଛନ୍ତି କି ପୂର୍ବ ସମୟ ରେ ଜିଓ ଦେଖେଇଛି କି ସେ କଣ କରି ପାରେ ବୋଲି । ସେମିତି ରେ ସେ ଅନ୍ୟ ସବୁ ନେଟୱାର୍କ ପ୍ରୋଭାଇଡର ମାନଙ୍କୁ ଏବେ ସଂମ୍ପର୍ଣ୍ଣ ଭାବେ ନାସ କରି ସାରିଛି । ସେହି ପରି ବେଳେ ଏହି ଦିନ ରେ ଜିଓ ତରଫରୁ ଘୋଷଣା ହୋଇଛି କି ଆଗକୁ ଆସୁ ଥିବା 6 ମାସ ମଧ୍ୟ ରେ ଭାରତ ର ରାଜ୍ୟ ମାନଙ୍କ ରେ ସେ 45000 ହଜାର ଟାୱାର୍ ବସେଇବ ବୋଲି । ଏମିତି ରେ ଯଦି ଆପଣ ମାନଙ୍କ ପାଖରେ କିଛି ସ୍ଥାନ ରହିଛି । ତେବେ ସେଠାରେ ଆପଣ ମାନେ ଜିଓ ର ଟାୱାର ବସେଇ ପାରିବେ । ଏବଂ ସେହି ପରି କ୍ଷେତ୍ର ରେ ଆପଣ ମନେ ନିଜ ଘରେ ଜିଓ ଏହି ଚାୱାର କୁ ବସେଇ ପାରିବେ ।
ତେବେ ଏହାର ବସେଇବାର ଫାଇଦା କଣ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ । ଜିଓ ର ସବୁ ମୋବାଇଲ ଟାୱାର ପାଇଁ ଆମେରିକାନ୍ ଟାୱାର କର୍ପୋରେସନ୍ କାର୍ଯ୍ୟ କରୁ ଥିବା ବେଳେ ଏହି ଦିନ ରେ କେବଳ ଟାୱାର ନିର୍ମାଣ କ୍ଷେତ୍ର ରେ 2.82 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ସେହି ପରି ବେଳେ ଯଦି ଆପଣ ମାନେ ନିଜ ଘରେ ବା କୈଣସି ସ୍ଥାନ ରେ ଏହି ଟାୱାର କୁ ଲଗାଉଛନ୍ତି । ତେବେ ଆପଣ ମାନଙ୍କୁ ଜିଏ ତରଫ ରୁ ସେହି ଟାୱାର ମେଣ୍ଟେନେନ୍, ତଥା ମାସିକ 30 ରୁ 40 ହଜାର ଟଙ୍କା ପର୍ଯ୍ୟ ଆପଣ ମାନଙ୍କୁ ମିଳିବ ବୋଲି ସେ କହିଛନ୍ତି । ତେବେ ଯଦି ଆପଣ ମାନେ ଏହି ଟାୱାର ମାନଙ୍କୁ ନିଜ ସ୍ଥାନ ରେ ବସେଇବା ପାଇଁ ଚାହାଁନ୍ତି । ତେବେ ନିଶ୍ଚିତ ଭାବେ ଜିଓ ର ଅଫିସିଆଲ ୱେବ ସାଇଟ୍ ରେ ଜାଇ ଫର୍ମ ପୂରଣ କରନ୍ତ.
Source: ENews23
Previous
Next Post »

ଯଦି ଫିଙ୍ଗି ଦେଉଛନ୍ତି ବାସୀ ରୁଟି ତାହେଲେ ଜାଣି ରଖନ୍ତୁ ଏହାର ଲାଭକାରୀ ଗୁଣ – ଭଲ କରେ ଏହି ସବୁ ବଡ ବଡ ରୋଗ

ଯଦି ଆପଣ ବି ନିଜ ଘର ବାସୀ ରୁଟି ଫିଙ୍ଗି ଦେଉଛନ୍ତି ତାହେଲେ ଆଗ ତା ଲାଭକାରୀ ଗୁଣ ବିଷୟ ରେ ଜାଣନ୍ତୁ, ବାସୀ ଖାଇଲେ କେତେ ପ୍ରକାର ରୋଗ ଦୂର ହୋଇଥାଏ । ଅଧ୍ୟୟନ ର...