ନଭେମ୍ବର 1 ରୁ ବଦଳିବା ପାଇଁ ଜାଉଛି ଏହି ସବୁ ନିୟମ ନିଶ୍ଚିତ ଜାଣି ନିଅନ୍ତୁ , ନଚେତ୍ ପସ୍ତେଇ ପାରନ୍ତି ।


ନୂଆ ଦିଲ୍ଲୀ : 1 ନଭେମ୍ବର ମାନେ ଏହି ମାସ ର ଆରମ୍ଭ ରୁ ହିଁ ବହୁତ ଗୁଡ଼ିଏ ନିୟମ ରେ ପରିବର୍ତନ ହେବା ପାଇଁ ଜାଉ ଥିବା ବେଳେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଭୂକ୍ତ କରେଇବା ପାଇଁ ଆସିଛୁ କି । ଏହି ନିୟମ ଜାହା ମାସର ପ୍ରଥମରୁ ହିଁ ଆରମ୍ଭ ହେଉଛି ତାହା ଆପଣ ମାନଙ୍କ ଜିବନ ରେ କେତେ ପ୍ରଭାବ ପକାଇବ । ଆସନ୍ତୁ ଜାଣି ନେବା ।
ସର୍ବ ପ୍ରଥମେ ଆଜିର ଦିନ ରେ ଯେଉଁ ବ୍ୟକ୍ତି ମାନେ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ଏବେ ଫାଇନାନ୍ସ ମିନିଷ୍ଚ୍ରୀ (Finance Ministry) ଙ୍କୁ ପେମେଣ୍ଟ ଦେବାର ନିୟମ ରେ ବହୁତ ଗୁଡ଼ିଏ ପରିବର୍ତନ କରିଛନ୍ତି । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ଲାଗୁ ହୋଇ ଥିବା ନିୟମ ଅନୁସାରେ ପ୍ରତ୍ୟେକ ବ୍ୟବସାୟୀ ମାନଙ୍କୁ ଏବେ ଡିଜିଟାଲ ପେମେଣ୍ଟ ନେବା ପାଇଁ ପଡିବ । ନଗଦ ପେମେଣ୍ଟ ଏହି ଦିନ ରୁ ସରକାର ଙ୍କ ଦ୍ୱାରା ବନ୍ଦ କରି ଦିଆ ଯିବ ।
ସେହି ପରି କ୍ଷେତ୍ର ରେ ଏହି ଦିନ ରେ ଲାଗୁ ହୋଇ ଥିବା ଦ୍ୱୀତିୟ ନିୟମ ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ଗୋଟିଏ ଖୁସି ଖବର । ତେବେ ସୂଚନା ଅନୁସାରେ ଏବେ ଠୁ ଯଦି ଆପଣ ମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଯେକୈଣସି ବି ପ୍ରକାରର ଡିପୋଜିତ୍ କଲେ ଆପଣ ମାନଙ୍କୁ 0.25 ବଦଳ ରେ 3.25 ର ସୁଧ ର ହାର ମିଳିବ । ଏବଂ ଏହା ଏହି ନଭେମ୍ବର ମାସ ର 1 ତାରିଖ ରୁ ହିଁ ଲାଗୁ ହୋଇ ଥିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (SBI) କହିଛି । ଏହି ନିୟମ ରେ ପ୍ରାୟ 42 କୋଟି ଲୋକ ମାନେ ଉପକୃତ ହୋଇ ପାରିବେ । ମହାରାଷ୍ଟ୍ର ରେ ଥିବା ବ୍ୟଙ୍କ୍ ପାଇଁ ନୂଆ ଟାଇମ୍ ଟେବୁଲ ର ଆରମ୍ଭ କରା ଜାଇଛି ।
ମିଳି ଥିବା ସୂଚନା ଅନୁସାରେ ଯେଉଁ ସବୁ ବ୍ୟଙ୍କ୍ ମାନ ମହାରାଷ୍ଟ୍ର ରେ ରହିଛି ମାନେ (PSU Banks) ମାନଙ୍କୁ ମିଳି ଥିବା ନୂଆ ନିୟମ ରେ ସେମାନେ ଏବେଠୁ ପ୍ରତ୍ୟେକ ବ୍ୟଙ୍କ୍ କୁ ସଠିକ୍ ଏବଂ ଏକା ସମୟ ରେ ହିଁ ଖୋଲିବେ । ଏବଂ ସଠିକ୍ ସମୟ ରେ ବନ୍ଦ ବି ହେବ । ସାଧାରଣ ଭାବେ ଆପଣ ଜାଣି ଥିବେ ବ୍ୟଙ୍କ୍ ରେ ବ୍ୟଙ୍କ ର ଖୋଲିବା ସମୟ 10 ରୁ ହୋଇ ଥାଏ ବନ୍ଦ କରିବା ବେଳ 5 ଟା ଯାଏଁ ହେଲେ ଆପଣ ମାନେ ଟଙ୍କା ଲେଣ୍ ଦେଣ୍ କବେଳ 3.30 ମିନିଟ୍ ଯାଏଁ କରି ପାରୁ ଥିଲେ । ହେଲେ ଏହି ଦିନ ରେ ହୋଇ ଥିବା ନିୟମ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେଇ କୁହା ଜାଇଛି ଯେ ଏବେ ଠୁ ସବୁ ବ୍ୟଙ୍କ୍ 10 ଟା ବଦଳ ରେ 9 ଟା ରୁ ଖୋଲିବ ଏବଂ ଏମାନଙ୍କ ସେଷ ସମୟ 4 ହେବ । ଏହି ନିୟମ ରୁ ନଭେମ୍ଭର 1 ତାରିଖ ରୁ ଲାଗୁ କରା ଯିବ ବୋଲି ଜଣା ପଡ଼ିଛି ।
ଏହି ଖବରକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଏହାର ସୁଚନା ପ୍ରଦାନ ଏବେ ହିଁ କରନ୍ତୁ ।
Source: Enews23
Previous
Next Post »

Drugs Case: Sara Ali Khan, Rakulpreet Singh, Simone Khambatta Under NCB Scanner

Rhea Chakraborty and her brother Showvik were arrested  by the NCB iin connection with a drug related case pertaining to the death of actor...

Important Link

Visit G2G and learn how to win andar bahar in casino, we give you all casino strategies, together with tailored casino offers from Indias best online casinos.

Enjoy over 500 different games at 10Cric Casino, Indias most popular casino site! We have the fastest withdrawals in India and offer fast and secure payment methods!